Practice Test Series (Math-Subjective) Class 10 BSE ODISHA

Practice Test Series (Math-Subjective) Class 10 BSE ODISHA


PTS (Math-Subjective)

Class-X

 

1.ନିମ୍ନ ଭାଗ-ବିଭକ୍ତ ବାରମ୍ବାରତା ବିତରଣ ସାରଣୀରେ ଅନ୍ତର୍ଭୁକ୍ତ ତଥ୍ୟାବଳୀର ମାଧ୍ୟମାନ ସୋପାନ-ବିଚ୍ୟୁତି ପ୍ରଣାଳୀ ସ୍ଥିର କର ।

ସଂଭାଗ

0-10

10-20

20-30

30-40

40-50

50-60

60-70

ବାରମ୍ବାରତା

1

7

24

36

25

6

1

 

 

 

2.ନିମ୍ନ ଭାଗ-ବିଭକ୍ତ ବାରମ୍ବାରତା ବିତରଣ ସାରଣୀରେ ଅନ୍ତର୍ଭୁକ୍ତ ତଥ୍ୟାବଳୀର ମାଧ୍ୟମାନ ସଂକ୍ଷିପ୍ତ ପ୍ରଣାଳୀ ସ୍ଥିର କର ।

ସଂଭାଗ

25-30

30-35

35-40

40-45

45-50

50-55

55-60

60-65

65-70

ବାରମ୍ବାରତା

2

7

3

6

5

10

8

7

4

3. ନିମ୍ନ ସାରଣୀ ଅନ୍ତର୍ଭୁକ୍ତ ତଥ୍ୟାବଳୀର ମାଧ୍ୟମାନ 50 ଏବଂ ବାରମ୍ବାରତାଗୁଡ଼ିକର ସମଷ୍ଟି 120 ହେଲେ f1 f2 ନିର୍ଣ୍ଣୟ କର ।

ସଂଭାଗ

0-20

20-40

40-60

60-80

80-100

ବାରମ୍ବାରତା

17

f1

32

f2

19

 

 

4.ନିମ୍ନ ସାରଣୀ ଅନ୍ତର୍ଭୁକ୍ତ ତଥ୍ୟାବଳୀର ମାଧ୍ୟମାନ 7.5 ହେଲେ ‘f” ର ନିରୂପଣ କର ।

ଲବ୍‌ଧାଙ୍କ

5

6

7

8

9

10

11

12

ବାରମ୍ବାରତା

20

17

f

10

8

6

7

6

5.ନିମ୍ନ ଭାଗ-ବିଭକ୍ତ ବାରମ୍ବାରତା ବିତରଣ ସାରଣୀରେ ଅନ୍ତର୍ଭୁକ୍ତ ତଥ୍ୟାବଳୀର ମାଧ୍ୟମାନ ସ୍ଥିର କର ।

ସଂଭାଗ

0-10

10-20

20-30

30-40

40-50

50-60

60-70

ବାରମ୍ବାରତା

1

7

24

36

25

6

1

 

 

 

6. x1, x2, x3 …… ପ୍ରଭୃତି n ସଂଖ୍ୟକ ଲବ୍‌ଧାଙ୍କର ମାଧ୍ଯମାନ m ଯଦି ପ୍ରତ୍ୟେକ ଲବ୍‌ଧାଙ୍କରେ (a - b) ଯୋଗ କରାଯାଏ ଦର୍ଶାଅ ଯେ, ନୂତନ ଲବ୍‌ଧାଙ୍କଗୁଡ଼ିକର ମାଧମାନ (m + a - b) ହେବ ।

7. ନିମ୍ନ ଭାଗ-ବିଭକ୍ତ ବାରମ୍ବାରତା ବିତରଣ ସାରଣୀରେ ଅନ୍ତର୍ଭୁକ୍ତ ତଥ୍ୟାବଳୀର ମଧ୍ୟମା ସ୍ଥିର କର ।

ସଂଭାଗ

0-10

10-20

20-30

30-40

40-50

50-60

ବାରମ୍ବାରତା

5

12

22

18

10

6

8. ନିମ୍ନ ସାରଣୀରେ 80 ଜଣ ଛାତ୍ରଙ୍କର ଗଣିତ ବିଷୟରେ ପାଇଥ‌ିବା ନମ୍ବର ଦିଆଯାଇଛି । ଉକ୍ତ ତଥ୍ୟାବଳୀ ମଧ୍ୟମା ସ୍ଥିର କର ।

ଗଣିତରେ ରଖୁଥ‌ିବା ନମ୍ବର (x)

10ରୁ କମ୍

 

20ରୁ କମ୍

 

30ରୁ କମ୍

 

40ରୁ କମ୍

 

50ରୁ କମ୍

 

60ରୁ କମ୍

 

ଛାତ୍ରସଂଖ୍ୟା (c.f.)

3

12

27

57

75

80

 

 

 

 

 

 

Post a Comment

0 Comments